MyMandirInstall
Profile

Rama Devi Sahu

439 days ago

🙏🌹 ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ 🙏🌹 ତାରିଖ.୧୭.୬.୨୦୨୫. , **************** *ଭକ୍ତ ଭଗବାନ ମିଳନ ମହାନ ଭାଗ୍ୟେ ଥିଲେ ମିଳିଥାଏ କେବେ ସେ ସୁଯୋଗ ଆସିବ ଜୀବନେ ଭକ୍ତ ସଦା ଖୋଜୁଥାଏ ରତ୍ନସିଂହାସନେ ଶ୍ରୀମୁଖ ଦର୍ଶନ ଜୀବନରେ ମହାପୂଣ୍ଯ ମହାପ୍ରଭୁଙ୍କର ଦୟା ରହିଥେଲେ ଜୀବନ ହୁଅଇ ଧନ୍ଯ* *ଜୟ ଜଗନ୍ନାଥ। 🙏🙏🙏*

Comments (2)

SHREE SHARMA

SHREE SHARMA

Jun 17, 2025

🙏🙏🙏🙏

Deepak  karki

Deepak karki

Jun 17, 2025

🙏🌹Ram Ram ji 🙏🌹