MyMandirInstall
Profile

Rama Devi Sahu

457 days ago

** ବିଶେଷ ଧ୍ୟାନ ଦିଅନ୍ତୁ....*!!! *📍କରୋନାର ପୁନଃ ଆଗମନ ହେତୁ ସମସ୍ତ ପରିବାରର ସଦସ୍ୟଗଣ କୃପାକରି ଧ୍ୟାନ ଦିଅନ୍ତୁ !* *▪️୧. କେବେ ବି ଖାଲି ପେଟରେ ରହନ୍ତୁ ନାହିଁ।* *▪️୨. ଉପବାସ କରନ୍ତୁ ନାହିଁ।* *▪️୩. ପ୍ରତ୍ଯହ ଏକ ଘଣ୍ଟା ସୂର୍ଯ୍ୟ କିରଣ ସେଵନ କରନ୍ତୁ।* *▪️୪. ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର ଵ୍ଯବହାର କରନ୍ତୁ ନାହିଁ।* *▪️୫. ଗରମ ପାଣି ପିଅନ୍ତୁ, ଗଳାକୁ ଆଦ୍ର ରଖନ୍ତୁ।* *▪️୬. ସୋରିଷ ତେଲ ନାକରେ ଲଗାନ୍ତୁ।* *▪️୭. ଘରେ ଶ୍ରୀକର୍ପୁର ଓ ଗୁଗ୍ ଗୁଳ ଜାଳନ୍ତୁ। ଆପଣ ସୁରକ୍ଷିତ ରହନ୍ତୁ। ଘରେ ରହନ୍ତୁ।* *▪️୮. ପ୍ରତ୍ୟେକ ପରିବା ରାନ୍ଧିବା ସମୟରେ ସେଥିରେ ଅଧା ଚାମଚ ଶୁଣ୍ଠି ଗୁଣ୍ଡ ପକାନ୍ତୁ।* *▪️୯. ରାତିରେ ଦହି ଖାଆନ୍ତୁ ନାହିଁ।* *▪️୧୦. ରାତିରେ ହଳଦି ପକାଇ ଏକ ଏକ କପ ଦୁଧ ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ ଏବଂ ନିଜେ ମଧ୍ୟ ପିଅନ୍ତୁ ।* *▪️୧୧. ଯଦି ସମ୍ଭବ ହୁଏ, ତାହାହେଲେ ଏକ ଚାମଚ ଲେଖାଁ ଚ୍ଯବନପ୍ରାସ ଖାଆନ୍ତୁ।* *▪️୧୨. ଘରେ ଶ୍ରୀକର୍ପୁର ଏବଂ ‌ଲଵଙ୍ଗ ପକାଇ ଧୂଆଁ ଦିଅନ୍ତୁ।* *▪️୧୩. ସକାଳର ଚା' ରେ ଏକ ଗୋଟି ଲବଙ୍ଗ ପକାଇ ପିଅନ୍ତୁ।* *▪️୧୪. ଫଳ ମଧ୍ୟରେ କେବଳ କମଳା ଅଧିକରୁ ଅଧିକ ଖାଆନ୍ତୁ।* *▪️୧୫. ଅଁଳା ଯେ କୌଣସି ରୂପରେ, ସେ ଆଚାର ବା ମିଠାପାଗ ବା ଚୂର୍ଣ୍ଣ ଇତ୍ୟାଦି ହୋଇଥାଉନା କାହିଁକି - ତାକୁ ଖାଆନ୍ତୁ।* *ଯଦି ଆପଣ କରୋନାକୁ ହରାଇବାକୁ ଚାହଁନ୍ତି, ତାହାହେଲେ କୃପାକରି ଏ ସବୁକୁ ନିଜର କରିନିଅନ୍ତୁ।* *ଆପଣ ସମସ୍ତଙ୍କୁ ହାତ ଯୋଡ଼ିକରି ପ୍ରାର୍ଥନା କରାଯାଉଛି କି, ଆପଣଙ୍କ ସମସ୍ତ ପରିଚିତଙ୍କ ନିକଟକୁ ମଧ୍ୟ ଏହି ସୂଚନା ପ୍ରେରଣ କରନ୍ତୁ।* *ଦୁଧରେ ହଳଦି ଆପଣଙ୍କ ଶରୀରରେ Immunity ବା ରୋଗପ୍ରତିରୋଧକଶକ୍ତି ବଢ଼ାଇବ।* *ସମସ୍ତଙ୍କୁ ମୋର ପ୍ରାର୍ଥନାକି, ଏହି ବାର୍ତ୍ତାକୁ ଅଧିକରୁ ଅଧିକ ପ୍ରସାର କରନ୍ତୁ।😷*

Comments (0)

No comments yet. Be the first to comment!