ଶ୍ରୀ କୃଷ୍ଣ

Bhabani Shankar Dash Jan 23, 2022

ଉଠ ନିଶି ପହିଲା ଏଥର ହେ ବଂଶୀଧର... ମନ୍ଦିରରେ ଡାକେ ଶୁକ ଗଗନେ ରାବିଲେ କାକ କୁହୁ କୁହୁ କଲେ ପିକ କୁହୁ କୁହୁ କଲେ ପିକ କୂକୂଟ ଡାକିଲେ କର ଥର ହେ ବଂଶୀଧର ଉଠ ନିଶି ପହିଲା ଏଥର.. ଯୋଷବନ୍ତି କୋଳୁ ହରି ଉଠ ପ୍ରଭୂ ବନମାଳୀ ଶ୍ରୀ ମୁଖ ଦେବୀ ପଖାଳି ଶ୍ରୀ ମୁଖ ଦେବୀ ପଖାଳି ଘଡି ରେ ରଖିଛି ବାସ ନିର ହେ ବଂଶୀଧର ଉଠ ନିଶି ପହିଲା ଏଥର.. ଅମୃତ ପାଣି କଦଳୀ ଲବଣି ସଙ୍ଗତେ ବୋଳି ଅଧାମ ଗୋଟୀକା କୁଳି ଅଧାମ ଗୋଟୀକା କୁଳି ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ବଂଶୀଧର ଉଠ ନିଶି ପହିଲା ଏଥର.. ଉଠ ଉଠ ବାସୁଦେବ ଯିବାକୁ ଉଛୁର ହେବ ଦଧି ଅନ୍ନ ସଙ୍ଗେ ଥିବ ଦଧି ଅନ୍ନ ସଙ୍ଗେ ଥିବ ନଦୀ କୂଳେ କରିବ ଆହାର ହେ ବଂଶୀଧର ଉଠ ନିଶି ପହିଲା ଏଥର.. ଗୋବତ୍ସା ଚରାଇ ଯାଇ ଚାଲି ପଥ ଶ୍ରମ ପାଇ ଅଳସ ରେ ଅଛ ଶୋଇ ଅଳସ ରେ ଅଛ ଶୋଇ ଅସତସ ହେଉଛି ଶରୀର ହେ ବଂଶୀଧର ଉଠ ନିଶି ପହିଲା ଏଥର..... 🙏ଜୟ ଗୋବିନ୍ଦ ଜୟ ଗୋପାଳ🙏

+4 प्रतिक्रिया 0 कॉमेंट्स • 3 शेयर
pramod sahoo Jan 15, 2022

+4 प्रतिक्रिया 0 कॉमेंट्स • 5 शेयर
pramod sahoo Jan 16, 2022

+5 प्रतिक्रिया 0 कॉमेंट्स • 0 शेयर
pramod sahoo Jan 17, 2022

+2 प्रतिक्रिया 0 कॉमेंट्स • 1 शेयर